Tag: khordha

ସାହିତ୍ୟ ସିନ୍ଦୁରାର ଜନ୍ମୋତ୍ସବ ପାଳିତ

ଖୋର୍ଦ୍ଧା: ସାହିତ୍ୟ ସିନ୍ଦୁରାର ଜନ୍ମୋତ୍ସଵ ବିଧାରପୁରର ଶୁଭମଙ୍ଗଳ କଲ୍ୟାଣ ମଣ୍ଡପଠାରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ପରି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜଗନ୍ନାଥଙ୍କ ପବିତ୍ରସ୍ନାନ ପୁର୍ଣ୍ଣିମା ଅବସରରେ ଅନୁଷ୍ଠିତର ଜନ୍ମୋତ୍ସଵ ପାଳନ କରାଯାଏ। ଅନୁଷ୍ଠାନର ଆବାହକ ଶିକ୍ଷାବିତ୍ ଗୋଲକ ପରିଡ଼ାଙ୍କ ସହଯୋଗରେ ଏହି ଉତ୍ସବ…

ଜଟଣୀ ବିକାଶ ପରିଷଦ ପକ୍ଷରୁ ମହମବତୀ ଶୋଭାଯାତ୍ରା

ଜଟଣୀ: ଜଟଣୀ ବିକାଶ ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ଛକ ଠାରୁ ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ, ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ, ଶତାଧିକ ସଭ୍ୟ ମହମବତୀ ଧରି ଶୋଭାଯାତ୍ରାରେ…

ଅବହେଳିତ ଅବସ୍ଥାରେ ବଡକୁଳ ପାନ୍ଥନିବାସ ଚିଲଡ୍ରେନ ପାର୍କ

ଖୋର୍ଦ୍ଧା: ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଖୋର୍ଦ୍ଧା ଜିଲ୍ଲା ବଡକୁଳ ପାନ୍ଥନିବାସରେ ନିର୍ମାଣ ହୋଇଥିଲା ଚିଲଡ୍ରେନ ପାର୍କ। ଖର୍ଚ୍ଚ ହୋଇଥିଲା ଲକ୍ଷାଧିକ ଟଙ୍କା ସରକାରଙ୍କ ତହବିଲରୁ । କିନ୍ତୁ ଦୁଃଖର ବିଷୟ କର୍ମଚାରୀଙ୍କ ଅବହେଳା ପାଇଁ ଏହି ପାର୍କ ଏବେ ପର୍ଯ୍ୟଟକଙ୍କ ପାଇଁ…

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ବିଜେପିର ପ୍ରତିବାଦ

ଜଟଣୀ: ପ୍ରଚଣ୍ଡ ରୌଦ୍ରତାପ ସହ ଅସହ୍ୟ ଗୁଳୁମୁଳୁ ପାଇଁ ଜନସାଧାରଣ ନାହିଁ ନଥିବା ହଇରାଣ ଭୋଗୁଛନ୍ତି। ତା ସହ ଅଘୋଷିତ ବିଦ୍ୟୁତ କାଟ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଜଟଣୀ ନଗର ବିଜେପି ସଭାପତି ତିରୁପତି…

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର

ଖୋର୍ଦ୍ଧା: ଜଟଣୀ ବ୍ଲକ ଅଧିନ ପାଣିଅରା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଚନ୍ଦକା ରୁ ପାଣିଅରା ଆଡକୁ ଆସୁଥିବା ଏକ କାର, ବାଇକରେ ଯାଉଥିବା ଦୁଇଜଣ ଯୁବକଙ୍କୁ…

ପିର ବାବାଙ୍କ ପାଖରେ ଦୁଆ ମାଗିଲେ ସନ୍ତୋଷ ଜେନା

ଖୋର୍ଦ୍ଧା: ପିର ବାବା ହାଜରତ ଦୁଡ଼ଦିସା ଆଲା ରାମହେମତଉଲାହୀ ବକରାତୁହୁଙ୍କ 39 ତମ ଉର୍ଷ ଉତ୍ସବ ପାଳିତ ହୋଇଯାଇଛି। ପ୍ରତି ବର୍ଷ ଏହି ଉତ୍ସବ ବେଶ ଆନନ୍ଦ ଉଲ୍ଲାସ ସହ ପାଳିତ କରାଯାଇଥାଏ। ପିର ବାବାଙ୍କ କାଦିମଦାର ସେକ ନିୟାଜଙ୍କ ପ୍ରଚେଷ୍ଟାରେ…

୧୨ ଲିଟର ମଦ ଜବତ ସହ, ଦୁଇ ବେପାରୀ ଗିରଫ

ଜଟଣୀ : ଜଟଣୀ ଥାନା ଅଧିନ ବଡ଼ତୋଟା ଅଞ୍ଚଳରେ ପୋଲିସ ଚଢ଼ାଉ କରି, ଦୁଇଜଣ ପେଶାଦାର ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଜଟଣୀ ପୋଲିସ ପେଟ୍ରୋଲିଂ କରିବା ସମୟରେ ବିଶେଷସୂତ୍ରରୁ ଖବର ପାଇ, ବଡତୋଟା ଅଞ୍ଚଳରେ…

ଲୋକଙ୍କ ପାଖରେ ପହଞ୍ଚିବ ବିଜେପି

ଜଟଣୀ: ମୋଦି ସରକାରଙ୍କ ନଅ ବର୍ଷ ଶାସନର ସୁଫଳ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟକୁ ନେଇ, ମହା ଜନ ସମ୍ପର୍କ ଅଭିଯାନରେ ଲୋକମାନଙ୍କୁ ପାଖକୁ ଯିବେ ବିଜେପି କର୍ମକର୍ତ୍ତା। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ, ଆଜି ବିଜେପି…

ବିଶ୍ଵ ତମ୍ବାଖୁ ଦିବସ ଉପଲକ୍ଷେ ଆଲୋଚନା ଚକ୍ର

ଜଟଣୀ: ତମ୍ବାଖୁର ଭୟାବହତାକୁ ନେଇ ଜଟଣୀ ବାସୀଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ ରେତଙ୍ଗ କଲୋନୀ ଅଞ୍ଚଳରେ ଥିବା ଆର୍ ଏସ୍ ଟ୍ୟୁଟୋରିଆଲ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସନ୍ତୋଷ…

ବିରାଟ ଅଘଟଣରୁ ବର୍ତିଲେ ଗହଣା କାରିଗର

ଜଟଣୀ: ଦୋକାନରେ ବସି ଗହଣା ତିଆରି କରୁଥିବା ସମୟରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତିଲେ କାରିଗର। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଜଟଣୀ ଅଞ୍ଚଳରେ। ଜଟଣୀ ଥାନା ଛକରେ ଥିବା ବିଶ୍ୱନାଥ ଜୁଏଲାରୀ ଆଣ୍ଡ ୱାର୍କସପ୍ ର କାରିଗର ଦୋକାନ…