୧୬ ତାରିଖରେ ଧାନ ମଣ୍ଡି ଉଦଘାଟନ
ବ୍ୟୁରୋ: ରଣପୁର ବ୍ଲକ ଅନ୍ତଗତ କୁଳାସର ଗ୍ରାମ ପଞ୍ଚାୟତର, ତାରିଆ ସମବାୟ ସମିତିର ସଭାପତି ପଦ୍ମଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଧାନ ମଣ୍ଡି ଉଦଘାଟନକୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୁଳାସର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା…
ବ୍ୟୁରୋ: ରଣପୁର ବ୍ଲକ ଅନ୍ତଗତ କୁଳାସର ଗ୍ରାମ ପଞ୍ଚାୟତର, ତାରିଆ ସମବାୟ ସମିତିର ସଭାପତି ପଦ୍ମଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଧାନ ମଣ୍ଡି ଉଦଘାଟନକୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୁଳାସର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା…
ବ୍ୟୁରୋ : ଜନତା ଉଚ୍ଚ ବିଦ୍ୟାଳୟର ୧୯୯୬ ବ୍ୟାଚ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରବିବାର ଗଡ଼ମାଣୀତ୍ରୀ ସ୍ଥିତ ମା, ରାମଚଣ୍ଡୀଙ୍କ ପିଠରେ, ପିତବାସ ସାହୁ ଓ ପ୍ରଭାକର ସାମନ୍ତରାୟଙ୍କ ତତ୍ୱବୋଧନରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର…
ବ୍ୟୁରୋ: ବାଇକ୍ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡି ଗିରଫ ହେଲେ ନିଶା ବେପାରୀ ତପନ କୁମାର ସାହୁ । ସୂଚନା ମୁତାବକ ରଣପୁର ଥାନା ଅଧିନ ରାଜ ସୁନାଖଳା ଫାଣ୍ଡି ଅଧିକାରୀ ରାଜ ସୁନାଖଳା…
ବ୍ୟୁରୋ: ପୁରୀ ସାଂସଦ ଡ଼ ସମ୍ବିତ ପାତ୍ର ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରିୟବ୍ରତ ପ୍ରହରାଜ (ଟୁଲୁ) ଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନିତ କରିଛନ୍ତି। ଏ ନେଇ ସାଂସଦ ଶ୍ରୀ ପାତ୍ରଙ୍କ କାର୍ଯ୍ୟଳୟରୁ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ…
ବ୍ୟୁରୋ: ଦିନକୁ ଦିନ ରାଜସୁନାଖଳା ଅଞ୍ଚଳରେ ଚୋରା ମାଙ୍କଡା ପଥର ଚାଲାଣ ବଢ଼ିବାରେ ଲାଗିଥିବା ବେଳେ, ରାଜସୁନାଖଳା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୁଣ୍ଡୁରିଆ ଠାରେ ମାଙ୍କଡା ବୋଝେଇ ଟ୍ରାକ୍ଟରକୁ ଧରିଥିଲା। ପୋଲିସ ଗାଡିକୁ ଦେଖି ଗାଡି ଡ୍ରାଇଭର ଓ ହେଲ୍ପର…
ବ୍ୟୁରୋ: ରଣପୁର ବ୍ଲକ ଅନ୍ତର୍ଗତ ଗଡ଼ ବାଣିକିଲୋ ପଞ୍ଚାୟତ ଗିରିଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଆଞ୍ଚଳିକ ମଧ୍ୟ ଇଂରାଜୀ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିବରଣ ଉତ୍ସବ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା…
ବ୍ୟୁରୋ: ରାଜସୁନାଖଳା କୁ ଏନଏ ସି ମାନ୍ୟତା ଦାବିରେ ଚାଲିଥିବା ଆମରଣ ଅନଶନ ଚତୁର୍ଥ ଦିନରେ ଭଙ୍ଗ ହୋଇଛି । ଅନଶନ ସ୍ଥଳରେ ଦିନ ତମାମ ଲାଗିଥିଲା ନେତାଙ୍କ ଭିଡ଼ । ପହଞ୍ଚିଥିଲେ ବିଭିନ୍ନ ଦଳର ଅନେକ ନେତା । ଗୁରୁବାର…
ବ୍ୟୁରୋ: ରାଜସୁନାଖଳା କୁ ଏନଏସି ମାନ୍ୟତା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆମରଣ ଅନଶନରେ ବସିଛନ୍ତି ଯୁବସମାଜସେବୀ ତଥା ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ । ମଙ୍ଗଳବାର ଠାରୁ ସେ ସ୍ଥାନୀୟ ସିଟିସ୍କୁଲ ପଡିଆ ଠାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି…
ବ୍ୟୁରୋ: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ପରିଷଦ ଅଧିନ ହାଟସାହି ନିକଟ, ଚାରିଅଟ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ରବିବାର ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଉଦଘାଟନ ହୋଇଥିଲା। ଏହି କାର୍ଯ୍ୟକ୍ରମ ପ୍ରଥମ, ଦ୍ଵିତୀୟ, ତୃତୀୟ…
ବ୍ୟୁରୋ: ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ହାଇୱା ବିଦ୍ୟୁତ ଖୁଣ୍ଟି କୁ ଧକ୍କା ଦେଇ ବିଲକୁ ଆଜି ସକାଳେ ଓଲଟିପଡିଛି। ରଣପୁର ଅଭିମୁଖେ ବାଲି ବୋଝେଇ ଏକ ହାଇୱା ଆସୁଥିବା ବେଳେ, ଦୁଧିଆ ପାହାଡ଼ ଓ କୋଟଗଡ଼ ଘାଟି ନିକଟରେ…