ଲାଇନ୍ ମ୍ୟାନ ଲଡୁ କିଶୋର ପ୍ରଧାନଙ୍କୁ ଦିଲ୍ଲୀରେ ସମ୍ବର୍ଦ୍ଧନା
ଟାଙ୍ଗୀ, ୦୭|୦୩: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଡିଭିଜନର ଟାଙ୍ଗୀ ବିଦ୍ୟୁତ କାର୍ଯ୍ୟାଳୟରେ କାର୍ଯ୍ୟରତ ଲାଇନ୍ ମ୍ୟାନ ଲଡୁ କିଶୋର ପ୍ରଧାନଙ୍କୁ ଲାଇନ୍ ମ୍ୟାନ ଦିବସରେ ଦିଲ୍ଲୀରେ ( କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ) ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସମ୍ବର୍ଦ୍ଧିତ…