ଅଭିଭାବକ ମାନେ ଶିଶୁଙ୍କୁ ଚାପମୁକ୍ତ କରି ଗଢି ତୋଳନ୍ତୁ

ବ୍ୟୁରୋ : ଜଟଣୀ ହାଟ ବଜାର ର ଓଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏବଂ ବରପଦା ର ମା’ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ମିଳିତ ଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ…

ଜଟଣୀ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଓ ଇତିହାସ ବିଭାଗ ପକ୍ଷରୁ ଆଲୋଚନା ଚକ୍ର

ବ୍ୟୁରୋ : ଜଟଣୀ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ତରଫରୁ ଓଡ଼ିଶାର ଜୀବ ସମ୍ପଦ ଓ ତା’ର କୃଷି, ସ୍ୱଚ୍ଛ ପରିବେଶ ଓ ସ୍ୱାସ୍ଥ୍ୟ ଯତ୍ନରେ ନିରନ୍ତର ବିନିଯୋଗ ଶୀର୍ଷକ ଏକ ଆଲୋଚନା ଚକ୍ର ଆଜି ଡ. ରାଜୀବ କୁମାର କରଙ୍କ ପୌରହିତ୍ୟରେ…

ରାଜଯୋଗ ଏବଂ ଈଶ୍ବରୀୟ ଜ୍ଞାନ ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇପାରିବ

ବ୍ୟୁରୋ: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ଜଟଣୀ ସ୍ଥିତ ବଡ଼ ବଜାର ସେବା କେନ୍ଦ୍ରରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଳିଯୁଗରେ ବିପରୀତ ପରିସ୍ଥିତିର କିପରି ସାମ୍ନା କରିପାରିବା ଏହା ଉପରେ ଲଣ୍ଡନରୁ ଆସିଥିବା ବ୍ରହ୍ମକୁମାରୀ ଗୋପୀ ଦିଦି…

ଜଟଣୀରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ବ୍ୟୁରୋ: ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ରାମଚନ୍ଦ୍ରପୁରସ୍ଥିତ କାର୍ଯ୍ୟାଳୟ ପରିସରରେ ପାଳିତ କରାଯାଇଛି। ଅନୁଷ୍ଠାନର…

ବ୍ୟବହାର ପରିବର୍ତ୍ତନ ଶିବିର ଉଦଯାପିତ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋପୀନାଥପୁର ସ୍ଥିତ ଶୋସାଇଟ ଫର୍ ଚିଲ୍ଡରେନ୍ (ସୋଚ୍) ଅନୁଷ୍ଠାନ ପକ୍ଷରୁ ବ୍ୟବହାର ପରିବର୍ତ୍ତନ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ନିଶା ଦ୍ଵାରା ପ୍ରଭାବିତ ଶିଶୁ ମାନଙ୍କର ବ୍ୟବହାର ପରିବର୍ତ୍ତନ ପାଇଁ, ଦୀର୍ଘ ଏକ ମାସ ଧରି…

ପୋଖରୀରେ କାର ବୁଡି, ଜଣେ ମୃତ

ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅର୍ନ୍ତଗତ ବାହାରପୁର ଗ୍ରାମ ଶିବ ମନ୍ଦିର ପୋଖରୀରେ ଏକ କାର ବୁଡି ଆସ୍କା ଜୀବନ ବୀମା ଶାଖା ପରିଚାଳକ ହିମାଂଶୁ ମହାପାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ, ଉନ୍ନୟନ ଅଧିକାରୀ ସୁଧାଂଶୁ ଶେଖର ସାହୁ ଗୁରୁତର…

ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍  ଗଣନା

ବ୍ୟୁରୋ: ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍ ଗଣନା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଗଣନା କାର୍ଯ୍ୟ ହେବ । ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା , କିନ୍ତୁ ୩ ଦିନ ଧରି ହେବ ଡଲଫିନ୍ ଗଣନା…

୧୬ ତାରିଖରେ ଧାନ ମଣ୍ଡି ଉଦଘାଟନ

ବ୍ୟୁରୋ: ରଣପୁର ବ୍ଲକ ଅନ୍ତଗତ କୁଳାସର ଗ୍ରାମ ପଞ୍ଚାୟତର, ତାରିଆ ସମବାୟ ସମିତିର ସଭାପତି ପଦ୍ମଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଧାନ ମଣ୍ଡି ଉଦଘାଟନକୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୁଳାସର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା…

ଆଖି ବୁଜିଲା ଶିଶୁ ଧଳା ମହାବଳ

ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ଧଳା ଶିଶୁ ମହାବଳ ବାଘର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ବାଘଟିକୁ ତିନି ମାସ ହୋଇଥିବା ସୂଚନା ମିଳିଛି । ବଂଶ ଗତ ସମସ୍ୟା ରୋଗରେ ପୀଡିତ ହୋଇ ବାଘଟି ଗତ…

ପ୍ରଭୁ ସାକ୍ଷୀଗୋପାଳଙ୍କୁ ଲାଗିହେଲା ମକର ଚାଉଳ ଭୋଗ

ବ୍ୟୁରୋ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଭୁ ସାକ୍ଷୀଗୋପାଳଙ୍କୁ ମକର ଚାଉଳ ଭୋଗ ଲାଗି କରାଯାଇଛି। ଗତ କାଲି ମହାଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ମକର ଭାରରେ ମନ୍ଦିର ମାଳି ସେବାୟତମାନେ ମକର ଚାଉଳ ପ୍ରସ୍ତୁତ କରିଥିଲେ। ମକର ଭାର ସହିତ ଆସିଥିବା…