ଜଟଣୀରେ ଭାରତ ସରକାରଙ୍କ ଏମଓଏସପିଆଇ ସଚିବ

ବ୍ୟୁରୋ: ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ ମନ୍ତ୍ରଣାଳୟର ସଚିବ ଡକ୍ଟର ସୌରଭ ଗର୍ଗ ଗତ ୨୨ ତାରିଖ ଶୁକ୍ରବାର ଜଟଣୀ ଗୋଲେଇ ମାର୍କେଟ ପରିଦର୍ଶନ କରି, ବିଭିନ୍ନ ଦ୍ରବ୍ୟର ମୂଲ୍ୟ ଯୋଜନାର ତଥ୍ୟ ସଂଗ୍ରହ କରିବା ସହ ଗୁଣବତ୍ତା…

୨୪ ତାରିଖରୁ ଭୁଷଣ୍ଡପୁରରେ ‘ଶ୍ରୀ ଜଗନ୍ନାଥ ମହୋତ୍ସବ’

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରରେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ‘ଶ୍ରୀ ଜଗନ୍ନାଥ ମହୋତ୍ସବ’ । ଏହି ମହୋତ୍ସବ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ସମାପ୍ତ ହେବ । ଶ୍ରୀ ଶ୍ରୀ ଦାରୁବ୍ରହ୍ମ ମହାପ୍ରଭୁଙ୍କର ଭବ୍ୟ…

ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଭାବରେ ପରିଚିତ ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ, ଜାତୀୟ ସାମ୍ବାଦିକତା ଦିବସ ଟାଙ୍ଗୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଟାଙ୍ଗୀ ମିଡ଼ିଆ ସେବା ସଂଘ ଆୟୋଜନ…

ଆଜିବନ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୯ତମ ଜୟନ୍ତୀ ପାଳିତ

ବ୍ୟୁରୋ: ଜଟଣୀ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ, ଚାଷୀ ମୁଲିଆଙ୍କ ସଂଗ୍ରାମୀ ସାଥୀ ଆଜିବନ ବିପ୍ଳବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୯ତମ ଜୟନ୍ତୀ, ଆଜି ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ…

ଆଜିଠୁ ପୁଣି ଶ୍ରୀମନ୍ଦିର ଚାରିଦ୍ୱାରରେ ଦର୍ଶନ

ବ୍ୟୁରୋ: ଆଜି ଠାରୁ ପୁଣି ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର, ଦର୍ଶନ ପାଇଁ ଖୋଲା ଯାଇଛି। ଭକ୍ତ ମାନେ ପୂର୍ବଭଳି ଚାରିଦ୍ଵାରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିପାରିବେ । କିନ୍ତୁ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ହୋଇଛି ବ୍ୟବସ୍ଥା…

ବଟି ମାଗି ପୋଲିସ କନେଷ୍ଟବଳ ନିଲମ୍ବିତ

ବ୍ୟୁରୋ: ଖଣି ଅଧିକାରୀଙ୍କ ନାଁରେ ଖଣି ଲିଜଧାରୀଙ୍କୁ ବଟି ମାଗିବା ଅଭିଯୋଗରେ ପୋଲିସ କନେଷ୍ଟବଳ ତାପସ କୁମାର ବେହେରାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସପି ସାଗରିକା ନାଥ। ସୂଚନା ମୁତାବକ ପୋଲିସ କନେଷ୍ଟବଳ ତାପସ ବେହେରା ଖୋର୍ଦ୍ଧା ଖଣି ଅଧିକାରୀ ଜଗନ…

୩୯ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବ୍ୟୁରୋ : ଜଟଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୯ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଟଣୀ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ କମିଟିର ସଭାପତି ପ୍ରସନ୍ନ…

ଧଳା ଜହର ଜବତ, ଦୁଇ ଗିରଫ

ବ୍ୟୁରୋ: ଧଳା ଜହର ବିକ୍ରି କରିବା ଘଟଣାରେ ଜଟଣୀ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଟଣୀ କୁଦିଆରୀ ବଜାର ମାଲଗୋଦାମ ଅଞ୍ଚଳର ଦିଲୁ ଓରଫ ଏସକେ ଅସରଫ(୨୬) ଏବଂ ଲୋକ…

ସାଧନା ଆର୍ଟ ଆଣ୍ଡ କଲଚର୍ ର ୧୧ତମ ବାର୍ଷିକ ଉତ୍ସବ

ବ୍ୟୁରୋ: କଳା ଓ ସଂସ୍କୃତି ଭିତ୍ତିକ, ରାଜ୍ୟର ପୁରାତନ କଳା ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚର୍ ର ୧୧ତମ ବାର୍ଷିକ ଉତ୍ସବ, ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ କବି, ଔପନ୍ୟାସିକ ପ୍ରସନ୍ନ…

ଚୋରି ସାମଗ୍ରୀ ଜବତ, ଦୁଇ ଗିରଫ

ବ୍ୟୁରୋ: ଜଟଣୀ ଜାମୁକୋଳି ରାଧାକୃଷ୍ଣ ମନ୍ଦିରରୁ ଚୋରି ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବାରେ ସଫଳ ହୋଇଛି ଏୟାରଫିଲଡ ପୋଲିସ, ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବରମୁଣ୍ଡା ଗ୍ରାମର ଅଶୋକ…